writes story , poetry and articles in ODIA and English
No books available yet.
ଏକ ଅଭାବନୀୟ ପରିସ୍ଥିତି। ସରସ୍ୱତୀ ଶିଶୁ ମନ୍ଦିର ପରିସର ମଧ୍ୟରେ ଏକ ନାଟକୀୟ ଦୃଶ୍ୟ। ତୃତୀୟ ଶ୍ରେଣୀରେ ଅଧ୍ୟୟନରତ ଏକ ଛୋଟ ଝିଅର ଦୁଇଟି ବାପା ଠିଆ ହୋଇଛନ୍ତି ଝିଅକୁ ନେବା ପାଇଁ। ନିଷ୍ପାପ ଶିଶୁଟି ଉଭୟଙ୍କୁ ବାପା ବୋଲି ସ୍ୱୀକାର କରୁଛି, କିନ୍ତୁ କିଏ ନନ୍ଦ, କିଏ ବସୁଦେବ ଭୂମିକାରେ ଅଛନ୍ତି, ତାହା ସେହି ଦରୋଟି କଥା କୁହା କଣ୍ଢେଇଟି ଜାଣିନାହିଁ। ଜଣେ ବାପା, ଅନ୍